ଟ୍ବିନ ସିଟିରେ କାଳବୈଶାଖୀ: ୨୦୨୧ର ପ୍ରଥମ ବର୍ଷା ଓ ଘୂର୍ଣ୍ଣି ଝଡ଼ରେ ଭିଜିଲା ଟ୍ବିନ ସିଟି, ରାସ୍ତାଘଟ ସବୁ ଅନ୍ଧକାର

କେନ୍ୟୁଜ୍(ବ୍ୟୁରୋ): ଟ୍ବିନ ସିଟିରେ କାଳବୈଶାଖୀର ତାଣ୍ଡବ । ୨୦୨୧ର ପ୍ରଥମ ବର୍ଷାରେ ଭିଜିଲା ଟ୍ବିନ ସିଟି। ବିଭିନ୍ନ ଅଞ୍ଚଳରେ ପବନ ଓ ବର୍ଷା ସହ ଘୂର୍ଣ୍ଣିଝଡ ହୋଇଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ପୂର୍ବରୁ ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଯାଇଥିଲା।

ଏହି ସମୟରେ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିବାର ରେକର୍ଡ କରାଯାଇଛି । ପୂର୍ବରୁ କାଳବୈଶାଖୀ ନେଇ ସଚେତନ କରିଥିଲା ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.