କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ, ୧୪ଟି ବିଟ୍‌ରେ ଚାଲିଛି ୧୪ଟି ଟିମର ଗଣନା କାର୍ଯ୍ଯ

ବାଲେଶ୍ବର(କେନ୍ଯୁଜ୍): କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ । ଆଜି ବାଘ ଗଣନାର ଷଷ୍ଠ ଦିନ। କୁଲଡିହା ଅଭୟାରଣ୍ୟର ୩ଟି ସ୍ଥାନରେ ମିଳିଛି ବାଘର ପାଦଚିହ୍ନ। ବର୍ତ୍ତମାନ କୁଲଡ଼ିହା ଅଭୟାରଣ୍ୟରେ ୧୪ଟି ବିଟ୍‌ରେ ୧୪ଟି ଟିମ୍‌ ଗଣନା ଜାରି ରଖିଛନ୍ତି । ବାଘର ପାଦ ଚିହ୍ନକୁ ଅନୁକରଣ କଲେ ଏହା ଏକ ଚିତା ବାଘ ବୋଲି ଜଣା ପଡୁଛି।

ଗତ ୨୬ତାରିଖରୁ ଏହି ବାଘ ଗଣନା କୁଲଡ଼ିହା ଅଭୟାରଣ୍ୟ ଭିତରେ ଜାରି ରହିଥିବା ବେଳେ ଆସନ୍ତା ୩ତାରିଖ ଯାଏ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.