ନୂଆପଡ଼ାରେ ବାଘ ଆତଙ୍କ, ଖବର ପାଇ ପହଞ୍ଚିଲା ବନ ବିଭାଗ

ନୂଆପଡାରେ ବାଘ ଆତଙ୍କ । ନୂଆପଡ଼ା ସ୍ଥିତ କୁକୁରଟାଲ ମୁସୁରୁଙ୍ଗି ଜଙ୍ଗଲରେ ଦୁଇଟି ବାଘ ବୁଲୁଛନ୍ତି । ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ନୂଆପଡ଼ା ବନ ବିଭାଗକୁ ଖବର ଦିଆଯାଇଥିଲା । ପରେ ନୂଆପଡ଼ା ବନ ବିଭାଗ ରେଞ୍ଜର ଅସିତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଅନୁଧ୍ୟାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.