STF ହାତରେ ବାଘଛାଲ ବେପାରୀ, ଡିଲ୍‌ ବେଳେ ହେଲେ ଗିରଫ

ଭୁବନେଶ୍ୱର (କେନ୍ୟୁଜ) : ଡିଲ୍‌ ବେଳେ ଗିରଫ। STF ହାତରେ ବାଘଛାଲ ବେପାରୀ। ଦୁଇ ଜଣ ବେପାରୀଙ୍କୁ ଦେଓଗଡ଼ ଜିଲ୍ଲାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସେମାନଙ୍କ ପାଖରୁ ଗୋଟିଏ ବାଘ ଛାଲ ଓ ଅନେକ ଅପରାଧିକ ସାମଗ୍ରୀ ଜବତ କରାଯାଇଛି। ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜବତ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ୍‌ ୱାଇଲ୍‌ଡ ଲାଇଫ୍‌ ଇନଷ୍ଟିଚ୍ୟୁଟକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.