ତୋୟାପୁଟ ଅଞ୍ଚଳରେ କୋକୁଆ ଭୟ: ମାତିଛି ମହାବଳ ବାଘ ,ଚିହ୍ନଟ ହେଲା ଗତିବିଧି

କୋରପୁଟ (କେନ୍ୟୁଜ): ହେଟା ବାଘ ଆତଙ୍କ। କୋରପୁଟ ଲକ୍ଷ୍ମୀପୁର ବ୍ଲକ ତୟାପୁଟ-ଚମ୍ପି ଗାଁ ନିକଟରେ ବୁଲୁଛି ହେଟା ବାଘ। କିମାଝୋଲା ଜଙ୍ଗଲରେ ବାଘ ଥିବାରୁ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ। ଗତକାଲି ରାତିରେ ବାଘଟି ରାସ୍ତା ଉପରେ ବୁଲୁଥିବା ଦେଖି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ। ଲକ୍ଷ୍ମୀପୁର ବନବିଭାଗ ରେଞ୍ଜରଙ୍କ ସମେତ କର୍ମଚାରୀ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପଡିଥିବା ହେଟା ବାଘର ପାଦ ଚିହ୍ନକୁ ଚିହ୍ନଟ କରି ଅନୁଧ୍ୟାନ କରୁଛି ଜଙ୍ଗଲ ବିଭାଗ। ଗାଁ ନିକଟରେ ହେଟା ବାଘ ଥିବା ଆତଙ୍କରେ ଆତଙ୍କିତ ହୋଇ ରହିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.