ବ୍ରଜରାଜନଗର ଉପନିର୍ବାଚନ: ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌, ମୋଟ୍‌ ୭୧.୯୦ ପ୍ରତିଶତ ମତଦାନ

ଝାରସୁଗୁଡା(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ପରେ ଝାରସୁଗୁଡ଼ା ବଇମୁଣ୍ଡା ସ୍ଥିତ ଇଂଜିନିୟରିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ୍‌କୁ ରଖାଯାଇଛି । ଏବେ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ । ୭୧.୯୦ ପ୍ରତିଶତ ମତଦାନ ହୋଇଛି ।

evm

୨୦୧୯ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟିଂ ହୋଇଛି । ୨୦୧୯ରେ ବ୍ରଜରାଜନଗରରେ ୬୮ ପ୍ରତିଶତ ମତଦାନ ହୋଇଥିଲା । ମୋଟ୍‌ ୨୭୯ ବୁଥ୍‌ ମଧ୍ୟରୁ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.