Categories: ରାଜ୍ୟ

ଛାଡିନି ଯୁବକଙ୍କ ଟିକଟକ୍ ନିଶା, ହସ୍ପିଟାଲ ବେଡ୍‌ରେ ଶୋଇରହି ବନାଇଲେ ଭିଡିଓ

ରାଉଲକେଲା(କେନ୍ୟୁଜ୍‌): ଟିକଟକ୍ ଭିଡିଓ ବନାଇ ୨ ମହଲା ଛାତରୁ ଖସି ପଡ଼ି ଅନିଲ ଗୋଚ୍ଛାୟତ ନାମକ ଯୁବକ ଗୁରୁତର ହୋଇ ରାଉଲକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି। ଏହାସତ୍ତ୍ୱେ ବି ତାଙ୍କର ଟିକଟକ୍ ନିଶା ଛାଡୁନାହିଁ। ମେଡିକାଲ୍ ବିଛଣାରେ ଶୋଇ ଶୋଇ ଚିକିତ୍ସାଧୀନ ଅବସ୍ଥାରେ ପୁଣି ସେ ଟିକଟକ୍ ଭିଡିଓ ବନାଇ ଚର୍ଚ୍ଚାରେ ରହିଛନ୍ତି।

ରିପୋର୍ଟ ଅନୁଯାୟୀ ଗତ ତିନିଦିନ ତଳେ ରାଉରକେଲା ସେକ୍ଟର-୬ ଗୋଲଘର ଜି ବ୍ଲକରେ ରହୁଥିବା ଅନିଲ ଗୋଚ୍ଛାୟତ (୧୯) ଅପରାହ୍ନରେ ଘର ଛାତ ଉପରେ ତାଙ୍କର ଜଣେ ସାଙ୍ଗ ସହିତ ଟିକଟକ୍ ଭିଡିଓ ବନାଉଥିଲେ। ଏହି ସମୟରେ ଅସାବଧାନତା ହେତୁ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ ପଛପାର୍ଶ୍ୱରେ ଗଭୀର ଆଘାତ ଲାଗିଥିଲା। ଗୁରୁତର  ଅବସ୍ଥାରେ ଅନିଲଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ହସ୍ପିଟାଲ୍ ରେ  ଚିକିତ୍ସାଧୀନ ଅବସ୍ଥାରେ ଟିକଟକ୍ ଭିଡିଓ ବନାଇ ଚର୍ଚ୍ଚାରେ ଅଛନ୍ତି।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

6 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

9 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

44 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago