ହୁତୁ ହୁତୁ ହୋଇ ଜଳୁଛି ତିନିକୋଶିଆ ଜଙ୍ଗଲ, ନିଆଁକୁ ଆୟତ୍ତ  କରିବା ପାଇଁ  ପୁରା ଦମରେ ଲାଗିଛନ୍ତି ବନ ବିଭାଗ ସହ ଅଗ୍ନିଶମ ବାହିନୀ

ବାଲେଶ୍ବର: ହୁତୁ ହୁତୁ ହୋଇ ଜଳୁଛି ତିନିକୋଶିଆ ଜଙ୍ଗଲ।  ନୀଳଗିରି ବନ ବିଭାଗ ଅଧିନ ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି ।

ଘଞ୍ଚ ଜଙ୍ଗଲ ଭିତରେ କିଭଳି ନିଆଁ ଲାଗିଛି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଏଭଳି ନିଆଁ ଦ୍ଵାରା ଜଙ୍ଗଲରେ ଥିବା ପଶୁ ପକ୍ଷୀଙ୍କ ପାଇଁ ବିପଦ ରହିଥିବା ଜଣାପଡ଼ିଛି । ଜଙ୍ଗଲରେ ନିଆଁ ଲାଗିଥିବା  ପ୍ରଚାର ହେବା ପରେ  ନିଆଁକୁ ଆୟତ୍ତ  କରିବା ପାଇଁ  ବନ ବିଭାଗ ଅଧିକାରୀ ଓ ଅଗ୍ନିଶମ ବାହିନୀ ପୁରା ଦମ୍ ରେ ଲାଗିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.