ଟିଟୋ କଳା ସାମ୍ରାଜ୍ୟର କଳାଧନ ଖୋଜୁଛି ଏସଟିଏଫ୍‌

ଭୁବନେଶ୍ବର (କେନ୍ଯୁଜ୍) : ଗ୍ୟାଙ୍ଗଷ୍ଟର ଟିଟୋ କଳା ସାମ୍ରାଜ୍ୟର କଳାଧନ ଖୋଜୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଆଜି ଏସଟିଏଫ୍‌ର ଦୁଇ ଜଣିଆ ଟିମ୍‌ କୁଜଙ୍ଗ ଥାନା ଫତେପୁର ଗାଁରେ ଥିବା ଟିଟୋର ୩୬ଗୁଣ୍ଠ ଜମିକୁ ନେଇ ତନାଘନା କରିଛି । ଏହି ଜମିକୁ ଦୀର୍ଘ ବର୍ଷ ହେବ ଟିଟୋର ସ୍ତ୍ରୀ ଜବରଦଖଲ କରିଥିଲା । ଏନେଇ ପୂର୍ବରୁ କୁଜଙ୍ଗର ସରୋଜିନୀ ମିଶ୍ର ଏସଟିଏଫ୍‌ ପାଖରେ ଅଭିଯୋଗ କରିଥିଲେ । ସେହିଭଳି କେନ୍ଦ୍ରାପଡାର ବିଭିନ୍ନ ସରକାରୀ କାଯ୍ୟାର୍ଳୟ ସମେତ ଉପଜିଲ୍ଲାପାଳ କାଯ୍ୟାର୍ଳୟରୁ ଟିଟୋ ସମ୍ପର୍କିତ ବିଭିନ୍ନ କାଗଜ ପତ୍ର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.