ଆଜି ପୁଣି ରାଜ୍ଯରେ ୧୧,୦୯୯ କରୋନା ପଜିଟିଭି ଚିହ୍ନଟ, ଖୋର୍ଦ୍ଧାରେ ପୁଣି ସର୍ବାଧିକ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ଯରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଦେଖି ଆଜିଠାରୁ ଲାଗୁ ହୋଇଛି ଦ୍ବିତୀୟ ପର୍ଯ୍ଯାୟ ଲକଡାଉନ। ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୧୧, ୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୨୧୪ କ୍ବାରେଣ୍ଟାଇନ କେସ ରହିଥିବା ବେଳେ ଲୋକାଲ କେସ୍ ୪୮୮୫ ରହିଛି।
Covid-19 Report For 18th May
New positive Cases: 11099
In quarantine: 6214
Local contacts: 4885(Details of local contacts will be shared by concerned Dist Administration)
District Wise Cases:
1. Angul: 552
2. Balasore: 408
3. Bargarh: 339
4. Bhadrak: 431
5. Balangir: 288— I & PR Department, Odisha (@IPR_Odisha) May 19, 2021
ଗୋଟିଏ ଦିନ ପରେ ଖୋର୍ଦ୍ଧାରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୧୫୬୬ ଜଣ ପଜିଟିଭ୍ ବାହାରିଥିବାବେଳେ ଆଜି ୧୪୬୦ ନୂଆ କେସ୍ ରହିଛି। ଅର୍ଥାତ୍ ୬୫୭ ନୂଆ ପଜିଟିଭ୍ ବାହାରିଛନ୍ତି। ଦ୍ୱିତୀୟ ଆକ୍ରାନ୍ତ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩ ନୂଆ କେସ୍ ରହିଛି। କଟକରେ ୮୬୭ ପଜିଟିଭି କେସ୍ ମିଳିଛି। ସେହିଭଳି କଳାହାଣ୍ଡିରୁ ୨୯୯ ଓ ପୁରୀରୁ ୩୫୬ ପଜିଟିଭ୍ ବାହାରିଛନ୍ତି। ୫୬ହଜାର ୬୮୪ ଟେଷ୍ଟିଂ ମଧ୍ୟରୁ ୧୦ହଜାର ୩୨୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୁଳରେ ୫୫୨ ନୂଆ କେସ ଦେଖିବାକୁ ମିଳିଛି।
21. Malkangiri: 102
22. Mayurbhanj: 507
23. Nawarangpur: 351
24. Nayagarh: 277
25. Nuapada: 232
26. Puri: 356
27. Rayagada: 170
28. Sambalpur: 547
29. Sonepur: 252
30. Sundargarh: 983
31. State Pool: 242— I & PR Department, Odisha (@IPR_Odisha) May 19, 2021