ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ଗାଡି ଚଳାଚଳ ଠପ୍

ସମ୍ବଲପୁର(କେନ୍ୟୁଜ୍): ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ୫ଦଫା ଦାବିରେ ବନ୍ଦ ଡାକରା ଦେଇଛି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି । ପ୍ରଭାବିତ ହୋଇଛି ଜୀବନଯାତ୍ରା । ଗାଡି ଚଳାଚଳ ଠପ୍‌ ହୋଇଛି। ବ୍ୟବସାୟିକ ପ୍ରତିଷ୍ଠାନ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।

ଏପରିକି ଜିଲ୍ଲା ଦୌରାଜଜ୍‌ଙ୍କୁ କୋର୍ଟକୁ ଛାଡିନଥିଲେ ଆନ୍ଦୋଳନକାରୀ । ଜିଲ୍ଲାର ପ୍ରାୟ ସମସ୍ତ ସଙ୍ଗଠନ ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.