ଦିଲ୍ଲୀ ସ୍ଥିତ କିସ୍‌ର ଆଜି ସପ୍ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀ ସ୍ଥିତ କିସ୍‌ର ଆଜି ସପ୍ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଡକ୍ଟର ବି. ଆର୍‌ ଆମ୍ବେଦକରଙ୍କ ଷ୍ଟାଚ୍ୟୁର ଅନାବରଣ କରାଯିବ। ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇଛନ୍ତି । କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କ ଦୁଇ ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ଓ କୈଳାସ ଗେହଲଟ୍‌ ମଧ୍ୟ ଉପସ୍ଥିତ ରହିବେ ।