ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବସ୍ତିବାସିନ୍ଦାଙ୍କୁ ପ୍ରଦାନ କଲେ ଜମି ପଟା

ପୁରୀ(କେନ୍ଯୁଜ୍) : ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚି ଆୟୋଜିତ ଏକ କାଯ୍ୟର୍କ୍ରମରେ ବସ୍ତିବାସିନ୍ଦାଙ୍କୁ ଜମି ପଟା ପ୍ରଦାନ କରିଛନ୍ତି । ଏଥିସହ ଭିଡିଓ କନଫେରନ୍ସିଂ ଜରିଆରେ ଟିଟିଲାଗଡ଼ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିବା କାଯ୍ୟର୍କ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।