ଆଜି କଂଗ୍ରେସ ପକ୍ଷରୁ ୨୪ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା, ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ

ମାଲକାନଗିରି: ଆଜି କଂଗ୍ରେସର ମାଲକାନଗିରି ବନ୍ଦ ଡାକରା। ଜିଲ୍ଲାପାଳଙ୍କ PAଙ୍କ ମୃତ୍ୟୁ,ବିଭିନ୍ନ ଦୁର୍ନୀତି ତଦନ୍ତ ଦାବି ଓ ଜିଲ୍ଲାପାଳଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର,ସ୍କୁଲ ଓ କଲେଜ ବନ୍ଦ ରହିଛି। କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି।

Leave A Reply

Your email address will not be published.