ପୁରୀ(କେନ୍ଯୁଜ୍): ଆଜି ସପ୍ତପୁରୀ ଅମାବାସ୍ୟା । ଶ୍ରୀମନ୍ଦିରରେ ଏହି ତିଥିକୁ ବିଶେଷ ଭାବେ ପାଳନ କରାଯିବାର ବିଧି ରହିଛି । ଗତକାଲି ଆଲାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସପ୍ତପୁରୀ ତାଡ ଶ୍ରୀମନ୍ଦିରକୁ ଆସିଛି । ଭାଦ୍ରବ ଅମାବାସ୍ୟା ତିଥିରେ ଏହି ସ୍ୱତନ୍ତ୍ର ସପ୍ତପୁରୀ ପିଠା ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି ।
You might also like