ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ବୈଠକ, ଲୋକାୟୁକ୍ତ ଆଇନରେ ସଂଶୋଧନ ନେଇ ଆସିପାରେ ପ୍ରସ୍ତାବ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଲୋକାୟୁକ୍ତ ଆଇନରେ ସଂଶୋଧନ ପ୍ରସ୍ତାବ ଆସିପାରେ । ସେହିପରି ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ନେଇ ହୋଇପାରେ ନିଷ୍ପତ୍ତି । ପାଇପ୍‌ ଯୋଗେ ଜଳ ଯୋଗାଣ ଉପରେ ପ୍ରସ୍ତାବ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.