(କେନ୍ୟୁଜ): କାଲି ଶ୍ରାବଣ ପ୍ରଥମ ସୋମବାର । ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ ଶୈବପୀଠ ଅଭିମୁଖେ କାଉଡିଆ । ବୋଲ ବମ୍ ଧ୍ୱନିରେ କମ୍ପୁଛି ନଦୀ ଘାଟ । ଏଥି ପାଇଁ ଆଜି ସକାଳ କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳ ଉଠାଉଥିବା ପରିଲକ୍ଷିତ ହୋଇଛି। ଯେଉଁମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳାସର ଶ୍ରୀ ଚନ୍ଦ୍ରଶେଖରଙ୍କ ଠାରେ ଜଳଲାଗି କରିବେ, ସେମାନେ ଆଜି ଏଠାରେ ଭିଡ଼ କରିଛନ୍ତି।
ସେହିପରି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ବାହାକଣ୍ଡିଆ ଗାଁ ହନୁମାନ ବୋଲବମ ସଙ୍ଘ ବୋଲବମ୍ ଯାତ୍ରା ଆରମ୍ଭ କରିଛନ୍ତି। ପୂର୍ଣ୍ଣବୟା ଲୁଣାନଦୀ କାଳିବାବା ଘାଟରୁ କାଉଡିଆ ପାଣି ଉଠାଇ ମହାବିନାୟକ ଯାତ୍ରା କରିଛନ୍ତି । ପ୍ରଥମେ ନଦୀ ତୁଠରେ ବାଲଙ୍କା କରି ବାବାଙ୍କ ପାଖରେ ମାନସିକ କରି ଘାଟରୁ ଜଳ ଉଠାଇଥିଲେ । ପରେ ନିଜ ଗାଁ ପରିକ୍ରମା କରି ମହାବିନାୟକଙ୍କ ଅଭିମୁଖେ ଯାଇଛନ୍ତି ।
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…