ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ଦସୁରୁ ପୁନମ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର ।

ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ଡିଆରଜି ଏବଂ ଏସଟିଏଫ ଯବାନ ସାମିଲ ହୋଇଥିଲେ । ଦନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.