କୋରାପୁଟ: କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଶିବଲିଙ୍ଗପୁରମ ଠାରେ ଲାଇନଚ୍ଯୁତ

କୋରାପୁଟ(କେନ୍ୟୁଜ୍): ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ। ଶିବଲିଙ୍ଗପୁରମ ଠାରେ ଲାଇନ ଚ୍ଯୁତ ହୋଇଥିବା ସୂଚନା। ଟ୍ରେନର ୬ ନଂ ବଗି ଲାଇନଚ୍ଯୁତ ହୋଇଛି। ବିଶାଖାପାଟଣାରୁ ଆସୁଥୁବା କୋରାପୁଟ କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଲାଇନଚ୍ଯୁତ । କୋରାପୁଟ ଆରୁକରୁ ବିଶାଖାପାଟଣା ଟ୍ରେନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.