ପିତାପଲୀ ଛକ ଦୁଇ ଟ୍ରକ ମୁହାଁମୁହିଁ

ଖୋର୍ଦ୍ଧା :  ୧୬ ନମ୍ବର ରାଜପଥର ପିତାପଲୀ ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଦୁଇ ଜଣେ ମୃତ, ୩ ଗୁରୁତର ହୋଇଛନ୍ତି। ଦୁଇଜଣ ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ ଗୁରୁତରଙ୍କୁ ପୋଲିସ ଓ ସ୍ଥାନୀୟ ଲୋକ ଗ୍ୟାସ କଟର ମାଧ୍ୟମରେ ଉଦ୍ଧାର ଜାରି ରଖିଥିବା ସୂଚନା ମିଳିଛି।