୪ ଷଣ୍ଢଙ୍କ ଜୀବନ ନେଲା ଟ୍ରକ, ଡ୍ରାଇଭର ଓ ହେଲ୍ପରକୁ କାବୁ କରି ପୋଲିସରେ ଦେଲେ ଲୋକେ

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ନିକଟରେ ବେପରୁଆ ଦ୍ରୁତ ଟ୍ରକ ଧକ୍କା ହେବା ଫଳରେ ଖନ୍ତାପଡ଼ା ଥାନା ସମ୍ମୁଖରେ ୪ ଷଣ୍ଢଙ୍କ ମୃତ୍ୟୁ । ଖବର ପାଇ ଅଗ୍ରଣୀ ସାମାଜିକ ସଂଗଠନ ଜୟ ଜଗନ୍ନାଥ ପକ୍ଷରୁ ଷେଣ୍ଡଙ୍କୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତିବା ସହିତ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କୁ ଧରି ପୋଲିସ ଜିମା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.