ଗଛକୁ ଧକ୍କାଦେଇ ଦୋକାନ ଉପରେ ମାଡିଗଲା ଟ୍ରକ, ଡ୍ରାଇଭର ଫେରାର

ବଲାଙ୍ଗିର: ଦୋକାନ ଉପରେ ମାଡିଗଲା ଟ୍ରକ। ବଲାଙ୍ଗିର ପ୍ୟାଲେସ ଲାଇନରେ ଟ୍ରକ ଦୁର୍ଘଟଣା । ପ୍ରଥମେ ଗଛକୁ ଧକ୍କାଦେଇ ଦୋକାନ ଉପରକୁ ମାଡ଼ିଗଲା ଆଲୁମିନିୟମ ବୋଝେଇ ଟ୍ରକ । ଜାତୀୟ ରାଜପଥ ୨୬ କଡରେ ଥିବା ଦୋକାନ ଭାଙ୍ଗିି ଚୁରମାର ହୋଇଯାଇଛି । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛି । ତେବେ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ବଲାଙ୍ଗିର ପୋଲିସର ତଦନ୍ତ ଜାରି ରହିଛି ।
ଆହୁରି ପଢ଼ନ୍ତୁ : ୫ଟି ଚୋରା ବାଇକ୍ ଜବତ, ମାଷ୍ଟର ମାଇଣ୍ଡ ଦୀପକ ସାହୁ ଗିରଫ