ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍

କଟକ: ଜାତୀୟ ରାଜପଥରେ ଅଘଟଣ । ଫୁଲନଖରା ବମ୍ପକୁଦ ନିକଟରେ ଓଲଟିଲା ଏଚ୍‌ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଟ୍ରକଟି ସିଲିଣ୍ଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ସିଲିଣ୍ଡର ବୋଝେଇ ଟ୍ରକ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.