ଟ୍ୟୁସନ ସାର୍‌ଙ୍କ କଳା କାରନାମା, ଦୁଇ ଛାତ୍ରୀଙ୍କୁ ନେଇ ଫେରାର୍‌

ଭୁବନେଶ୍ୱର(କେନ୍ଯୁଜ୍): ଟ୍ୟୁସନ ସାର୍‌ଙ୍କ କଳା କାରନାମା। ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଫେରାର୍‌। ଭୁବନେଶ୍ୱର ବଡଗଡ ଅଞ୍ଚଳରୁ ଆସିଛି ଅଭିଯୋଗ।

ବଡଗଡ ଥାନାରେ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଛାତ୍ରୀଙ୍କର ପତ୍ତା ମିଳିପାରିନାହିଁ। ଟ୍ୟୁସନ ସାର୍‌ଙ୍କ ସ୍ତ୍ରୀ ଓ ପିଲାଛୁଆ ଅଛନ୍ତି।