ଘଞ୍ଚ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ପୋଲିସ୍‌ ଚଢ଼ାଉ କରି ଧରିଲା ୨୯ ଜଣ ଜୁଆଡ଼ିଙ୍କୁ

ବାଲିଗୁଡା: ଘଞ୍ଚ ଜଙ୍ଗଲରେ ଜୁଆ ଖେଳି ୨୯ ଜୁଆଡି ଗିରଫ l ବାଲିଗୁଡା ଥାନା ବୁଡ଼ାଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ l ଜୁଆ ଆଡ୍ଡାରୁ ଜୁଆଡିକୁ ଗିରଫ କରିଛି ବାଲିଗୁଡା ପୋଲିସ l ସେମାନଙ୍କଠାରୁ ଠାରୁ ନଗଦ ୨୮,୭୬୬ ଟଙ୍କା ଓ ୧୫ଟି ବାଇକ ଜବତ କରିଛି ବାଲିଗୁଡା ପୋଲିସ l

କୁମାର ପୁର୍ଣିମା ଅବସରରେ ଜୁଆ ଖେଳିବା ନେଇ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କଡା କଡ଼ି ଭାବେ ଜାରି ରହିଥିବା ବେଳେ ସୂଚନା ପାଇ ବାଲିଗୁଡା ପୋଲିସ ଉକ୍ତ ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ପାଇବା ପରେ ଏହି ଜୁଆଳିଙ୍କୁ ଗିରଫ କରିଛି l

Leave A Reply

Your email address will not be published.