ଦାରିଙ୍ଗବାଡିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନିଜଣ ଆହତ

ଦାରିଙ୍ଗବାଡ଼ି :  ଦାରିଙ୍ଗବାଡିରେ ଘଟିଲା ଅଘଟଣ ।  ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡାବୁଲମାହା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା  ହୋଇଛି ।  ଏହି ଘଟଣାରେ ତିନିଜଣ ଆହତ ହୋଇଛନ୍ତି ସେମାନଙ୍କ ଅବସ୍ଥା ଗୁରୁତର ରହିଛି  । ଦୁର୍ଘଟଣା ସ୍ଥଳରେ ହିଁ ଜଣଙ୍କର ପ୍ରାଣ ଚାଲିଯାଇଛି  ।

ତିନି ଗୁରୁତର ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦାରିଙ୍ଗବାଡିର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଛି । ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।