ଆଜିଠୁ ଦୁଇ ଦିନିିଆ ବଲାଙ୍ଗିର ବନ୍ଦ, ତିନି ଦଫା ଦାବି ନେଇ ଆକ୍ସନ କମିଟି ପକ୍ଷରୁ ଦିଆଯାଇଛି ଡାକରା

ବଲାଙ୍ଗିର: ଆଜିଠୁ ଦୁଇ ଦିନିିଆ ବଲାଙ୍ଗିର ବନ୍ଦ । ତିନି ଦଫା ଦାବି ନେଇ ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଲୋୟର ସୁକତେଲ, ହାଇକୋର୍ଟ ବେଞ୍ଚ ଓ ବାଇପାସ୍‌ ଦାବି ନେଇ ବନ୍ଦ ପାଳନ କରାଯାଉଛି । ସରକାରୀ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ ବନ୍ଦ ରହିଛି । ଆଜିଠୁ ମାଟ୍ରିକ୍‌ ପରୀକ୍ଷା ହେଉଥିବାରୁ ସମସ୍ତ ସ୍କୁଲ ଖୋଲା ରହିଛି ।