ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ, ଚାଲିବ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର

ପାରାଦୀପ (କେନ୍ୟୁଜ୍): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଲଗିଲା ଯୁଧ୍ୟ ଜାହାଜ । ଯୁଧ୍ୟ ଜାହାଜ ଆଇ ଏନ୍ ଏସ୍ ଘଡିଆଲ। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର। ପାରାଦୀପର ବିଭିନ୍ନ ଲୋକ ପାଇପାରିବେ ସ୍ୱାସ୍ଥ୍ୟ ସୁବିଧା।

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା fb 2 ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଥିବା ବେଳେ ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ଆଣିପାରିବେ। ବନ୍ଦର ମଧ୍ୟକୁ ଲୋକମାନଙ୍କୁ ନେବାପାଇଁ କରାଯାଇଛି ସ୍ବତନ୍ତ୍ର ବସ୍ ର ବ୍ୟବସ୍ଥା।

Leave A Reply

Your email address will not be published.