୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ, ଉଭୟଙ୍କୁ ମମ୍ବାଇରୁ ଟ୍ରାଜିଂଟ ରିମାଣ୍ଡରେ ଆଣିଲା EOW

ଭୁବନେଶ୍ବର(କେନ୍ଯୁଜ୍):୧୦ କୋଟି ଠକେଇ କରି ଦୁଇ ନିର୍ଦ୍ଦେଶକ ଗିରଫ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ ଅଭିଯୋଗରେ ମୁମ୍ବାଇରେ ଥିବା ୨ ନିର୍ଦ୍ଦେଶକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ।

IAAVIC ପ୍ରାଇଭେଟ କମ୍ପାନୀର ଦୁଇ ନିର୍ଦ୍ଦେଶକ ଅର୍ପନ ପଟେଲ ଓ ଆଦ୍ୟଜ୍ୟୋତି ନାୟକ ଗିରଫ ହୋଇଛନ୍ତି । ଉଭୟଙ୍କୁ ମମ୍ବାଇରୁ ଟ୍ରାଜିଂଟ ରିମାଣ୍ଡରେ ଆଣିଛି EOW । ଓଡ଼ିଶାର ଜଣେ ନିବେଶକଙ୍କ ୧୦କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.