ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସା, ଉଭୟ ଉଭୟଙ୍କର କାଟିଲେ ଗଳା

ଖୋର୍ଦ୍ଧା(କେନ୍ୟୁଜ୍): ନିଶାଶକ୍ତ ଅବସ୍ଥାରେ ଦୁଇ ଯୁବକଙ୍କ ମଧ୍ଯରେ ବଚସାକୁ କେନ୍ଦ୍ର କରି ଉଭୟ ଉଭୟଙ୍କର ଗଳା କାଟିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଗୁରୁଜଙ୍ଗ ରାସ୍ତାରେ। ଉଭୟ ଯୁବକ ସେହି ଅଞ୍ଚଳର ରସନ ତନ୍ତି ଓ ସୁମନ ବାରିକ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏଭଳି କାହିଁକି ଘଟିଲା ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.