ନୂଆପଡ଼ା କୁରୁମପୁରୀ ଗାଁ ନିକଟରେ ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌, ଆଖିବୁଜିଲେ ୨ ଶ୍ରମିକ

ନୂଆପଡ଼ା (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ । ନୂଆପଡ଼ା ୩୫୩ନଂ ଜାତୀୟ ରାଜପଥର କୁରୁମପୁରୀ ଗାଁ ନିକଟରେ ଦୁର୍ଘଟଣା । ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌ । ଟ୍ରାକ୍ଟରରେ ଥିବା ୨ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଲଖନା ଥାନା ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.