ବାଲେଶ୍ୱର : ଗଛ କାଟୁଥିବା ବେଳେ ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ୨ଜଣଙ୍କ ମୃତ୍ୟୁ

ବାଲେଶ୍ୱର (କେନ୍ୟୁଜ୍) : ବିଦ୍ୟୁତ୍ ତାର ସଂଶ୍ପର୍ସରେ ଆସି ୨ଜଣଙ୍କ ମୃତ୍ୟୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ହିଡି ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସତ୍ୟ ନାରାୟଣ ଦାସ ଓ ପ୍ରଦୀପ ଜେନା । ୧୧କେଭି ତାର ଦେଇ ଯାଇଥିବା ଗଛ କାଟୁଥିବା ବେଳେ ବିଦ୍ୟୁତ୍ ସଂଶ୍ପର୍ସରେ ଆସିଥିଲେ । ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.