ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରାପଡିଲେ ଦୁଇ ନାବାଳକ, ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ କଟିଲା ୬୦ ହଜାର ଫାଇନ୍‌

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ । ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ ପିଛା ମୋଟ ୩୦ ହଜାର ଟଙ୍କା ଲେଖାଏଁ ଚାଲାଣ କଟାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.