ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ, ଅଗ୍ନିଶମ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ଜାରି

ସମ୍ବଲପୁର : ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ l ସମ୍ବଲପୁର ସଡ଼କ ଘାଟରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି l ନିଖୋଜ ନାବାଳକମାନେ କ୍ଷେତରାଜପୁର ତିୱାରୀଗଳି ଅଞ୍ଚଳର l ନଦୀ କୂଳରେ ଉଭୟଙ୍କ ଚପଲ ଥୁଆ ହୋଇଛି l ସମ୍ବଲପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି l