କଟକ : ନଦୀରେ ବୁଡ଼ିଗଲେ ଦୁଇ ନାବାଳକ । ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । କଟକ ୪୨-ମୌଜା ଥାନା ଅନ୍ତର୍ଗତ କଳପଡ଼ ପଞ୍ଚାୟତର ବସନ୍ତ କୁଣ୍ଡଳ ଗାଁ ପାଖ ସିଡୁଆ ନଦୀରେ ଅଘଟଣ । ଜଣକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣଙ୍କୁ ଉଦ୍ଧାର ଅଭିଯାନ ଜାରି ରହିଛି ।
Also Read : ଅଳିଆଗଦାରେ ବାଣ ଫୁଟି ଜଣେ ୮ବର୍ଷର ଶିଶୁ ଗୁରୁତର, କଟକ ସ୍ଥାନାନ୍ତର