ଶେଷ ପର୍ଯ୍ୟାୟରେ ରେଳ ଟନେଲ, ନିର୍ମାଣାଧୀନ ଦୁଇଟି ଟନେଲ ଭିତରେ ରେଳ ଧାରଣା

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥର ବୌଦ୍ଧ ଜିଲାରେ ଥିବା ୪ ଟି ରେଳ ଟନେଲ ମଧ୍ୟରୁ ୫ ନମ୍ବର ଓ ୬ ନମ୍ବର ରେଳ ଟନେଲ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ନିର୍ମାଣାଧୀନ ଏହି ଦୁଇଟି ଟନେଲ ଭିତରେ ରେଳ ଧାରଣା, ଲାଇଟ ସିଷ୍ଟମ ଭଳି କାର୍ଯ୍ୟ ପ୍ରାୟ ସରିଗଲାଣି । ୫ ନମ୍ବର ଟନେଲ ଓ ୬ନମ୍ବର ଟନେଲ ମୁହଁମୁହିଁ ରହିଥିବାବେଳେ ଦୁଇଟି ଟନେଲ ମଧ୍ୟରେ ଦୂରତା ୪୫୦ ମିଟର ହେବ ।  ଟନେଲ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ।

 

Also read: ଦଳକୁ ଫେରିପାରୁନି ହାତୀ ଛୁଆ, ମଣିଷ ଛୁଇଁଥିବା ଭାବି ନେଉନି ମାଆ