ରାଖୀ ପୂର୍ଣ୍ଣମୀରେ ଅଘଟଣ: ନଦୀରୁ ପାଣି ଉଠାଇବା ବେଳେ ଭାସିଗଲେ ୨ ଭଉଣୀ

ଜଳେଶ୍ୱର: ରାଖୀ ପୂର୍ଣ୍ଣମୀରେ ଅଘଟଣ । ଭାସିଗଲେ ୨ ଜଣ । ନଦୀରୁ ପାଣି ଉଠାଇବା ବେଳେ ଭାସିଗଲେ ୨ ଭଉଣୀ । ସୁବର୍ଣ୍ଣରେଖା ନଦୀର ଶିଖରପୁର ଘାଟରୁ ପାଣି ଉଠାଉଥିଲେ । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି ପାଇଁ ଉଠାଉଥିଲେ ପାଣି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରହିଛି ।

ଆହୁରି ପଢ଼ନ୍ତୁ : ବିଲକାମ ସାରି ଫେରୁଥିବା ସମୟରେ ପିକଅପ ଦୁର୍ଘଟଣାଗ୍ରସ୍ତ, ୩୫ ଶ୍ରମିକ ଆହତ