ବୈତରଣୀ ନଦୀରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ଯୋଡ଼ା : ଚମ୍ପୁଆ ସରେଇ ବୈତରଣୀ ନଦୀ କେଶରୀ କୁଣ୍ଡରେ ଅଘଟଣ । ନଦୀରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ।  ଆଠଜଣ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ।  ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଚମ୍ପୁଆର ଏକ ମେସ୍ ରେ ରହି ପାଠ ପଢୁଥିଲେ ।  ମୃତକଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳ ଇଂରାଜୀ  ମିଡିୟମ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି।

 

ଆହୁରି ପଢ଼ନ୍ତୁ :   ପୁଣି ଓଡିଶା ଝାରଖଣ୍ଡ ସୀମାନ୍ତରେ IED ବିସ୍ଫୋରଣ, ବର୍ତ୍ତିଲେ ଯବାନ