ନୟାଗଡ଼: ପୋଖରୀରେ ବୁଡ଼ି ୨ ଶିଶୁ ମୃତ
ପୋଖରୀରେ ବୁଡ଼ି ୨ ଶିଶୁ ମୃତ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡ଼ାରେ ଅଭାବନୀୟ ଘଟଣା ଘଟିଛି । ୨ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ନୟାଗଡ଼ (କେନ୍ୟୁଜ୍): ପୋଖରୀରେ ବୁଡ଼ି ୨ ଶିଶୁ ମୃତ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡ଼ାରେ ଅଭାବନୀୟ ଘଟଣା ଘଟିଛି । ୨ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।