ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ,ବିଜେପି ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ହେବେ ସାମିଲ

ପୁରୀ : ଆଜି ଓଡ଼ିଶା ଆସୁଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ ଆଜି ପୁରୀ ଆସି ବିଜେପି ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାସହ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ଯୋଗଦେବେ। ଆଜି ପୂର୍ବାହ୍ନରେ ସମ୍ବିତ ପାତ୍ର ତାଙ୍କର ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.