କେନ୍ଦୁଝର(କେନ୍ୟୁଜ୍): ରୋଗୀଙ୍କୁ ନଦେଇ ପୋତିିଦେଲେ ହଜାର ହଜାର ମେଡିସିନ୍ । ମୟୂରଭଞ୍ଜ ଜିଲ୍ଲା ଜଶୀପୁର ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । କିଛି ଦିନ ତଳେ ମେଡିକାଲ କ୍ୟାମ୍ପସ୍ ଭିତରେ ମେଡିସିନ୍କୁ ପୋତିଦେଇ ସମସ୍ତ ସୁରାଗ୍ ଲିଭାଇ ଦେବାକୁ ପ୍ରୟାସ କରାଯାଇଥିବା ବେଳେ ଲୁଚି ପାରିନାହିଁ ଘଟଣା । ତେବେ କିଛି ମେଡିସିନ୍ ଏବେବି ସେଠାରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ତଦନ୍ତ ପାଇଁ ଦାବି ହୋଇଛି । ମେଡିସିନ୍ର ଏକ୍ସପାରୀ ୨୦୨୦ ଜାନୁଆରି ପର୍ଯ୍ୟନ୍ତ ଥିବା ବେଳେ କିଭଳି ଏତେ ମେଡିସିନ୍ ପୋତାଗଲା ବୋଲି ପ୍ରଶ୍ନ ଉଠିଛି । ସେପଟେ ଘଟଣା ସମ୍ପର୍କରେ ମେଡିକାଲ ଅଫିସର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ପର୍କ ହୋଇପାରି ନାହିଁ ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…