ଗଣେଶ ପୂଜା ମଣ୍ଡପ ବୁଲି ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣେଶ ପୂଜା ମଣ୍ଡପ ବୁଲି ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସହିଦନଗର ସ୍ଥିତ ଗଣେଶ ପୂଜା ମଣ୍ଡପ ଓ ବଡ଼ଗଡ଼ ସ୍ଥିତ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି । ରାଜଧାନୀରେ ମହାଆଡ଼ମ୍ବରରେ ଗଣେଶ ପୂଜା ଆୟୋଜିତ ହୋଇଛି । ଏହି ପୂଜାରେ ଯୁବପିଢି ତଥା ସମାଜରେ ଭକ୍ତି ଓ ଆଧ୍ୟାତ୍ମିକତାର ଯେଉଁ ବାତାବରଣ ଦେଖାଦେଇଛି ତାହା ଉତ୍ସାହଜନକ ବୋଲି ‘X’ରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Also read : ପୂଜା ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡ଼ିକ କଡାକଡି ଅନୁପାଳନ କରାଯିବ : ଡିସିପି