ବିଚିତ୍ର କଦଳୀ ଗଛ, ଗୋଟିଏ କାନ୍ଦିରେ ୭୦ଟି ଭଣ୍ଡା ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ମହାକାଳପଡା(କେନ୍ଯୁଜ୍): ଗୋଟିଏ କାନ୍ଦି, ୭୦ ଭଣ୍ଡା। କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ କାନ୍ଦିରେ ହୋଇଛି ୭୦ଟି ଭଣ୍ଡା । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ବତୀଘର ବଡବୁଟି ଗାଁରେ ଏଭଳି କଦଳୀ ଗଛ ରହିଛି।

ଗାଁର ସହଦେବ ମଣ୍ଡଳଙ୍କ ବାଡିରେ ଏଭଳି ବିରଳ ପ୍ରଜାତିର କଦଳୀ ଗଛ ଦେଖିବାକୁ ଜମୁଛି ଲୋକଙ୍କ ଭିଡ ।

Leave A Reply

Your email address will not be published.