ସାଲେପୁର: ଅଜଣା ଜନ୍ତୁ ଆକ୍ରମଣରେ ୫ ମେଣ୍ଢାଙ୍କ ମୃତ୍ୟୁ

mendhaକଟକ: ସାଲେପୁର ଲୁଣାହାର ଗାଁରେ ଅଜଣା ଜନ୍ତୁ ଆତଙ୍କ। ଅଜଣା ଜନ୍ତୁ ଆକ୍ରମଣରେ ୫ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗାଁର ମେଷପାଳକ ରବୀନ୍ଦ୍ର ବେହେରାଙ୍କ ଗୁହାଳରେ ଏହି ଅଜଣା ଜନ୍ତୁ ପଶି ମେଣ୍ଢାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଅଜଣା ଜନ୍ତୁର ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.