ବିମାନ ବନ୍ଦରରୁ ସଂନ୍ଦିଗ୍ଧ ଯୁବକ ଅଟକ

airportଭୁବନେଶ୍ବର: ପୁଣି ଭୁବନେଶ୍ୱର ବିମାନ ନ୍ଦର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ବିମାନ ବନ୍ଦରରୁ ଜଣେ ସଂନ୍ଦିଗ୍ଧ ଯୁବକ ଅଟକ। ଯୁବକ ଜଣଙ୍କ ରନୱେରେ ବୁଲୁଥିବା ବେଳେ ଧରିଲା ଏୟାର ଫିଲ୍ଡ ପୋଲିସ। ଯୁବକଙ୍କ ଘର ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଦିଲ୍ଲୀ ଯିବା ପାଇଁ ବାହାରିଥିଲେ। ତେବେ ଯୁବକ ଜଣଙ୍କ ମାନସିକ ବିକୃତ ଥିବା କୁହାଯାଉଛି। ଖଣ୍ଡଗିରି ପଟ ପାଚେରୀ ଡେଇଁ ସେ ରନୱେକୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.