ବିଚ ରାସ୍ତାରେ ଓଲଟାଇଲା ପରିବା ବୋଝେଇ ଟ୍ରକ, ବ୍ୟାଗ ଭର୍ତ୍ତି କରି ବୋହିନେଲେ ଲୋକେ

 ଭୁବନେଶ୍ୱର(କେ ନ୍ୟୁଜ): ଓଲଟିଲା ଗାଡି ବୋହିନେଲେ ଲୋକେ । ସେ ପୁଣି ବ୍ୟାଗ ବ୍ୟାଗ ପନିପରିବା | ରାଜଧାନୀରେ ପଳାଶୁଣି ଓଭରବ୍ରିଜ ନିକଟରେ ଏକ ମାଲବାହୀ ଟ୍ରକ ଓଲୋଟି ପଡିଥିବା ବେଳେ ଗାଡିରେ ଲୋଡ଼ ହୋଇଥିବ କାଙ୍କଡ଼କୁ ବୋହି ନେଇଯାଇଛନ୍ତି ଲୋକେ । ଘଟଣା ସ୍ଥଳରେ ନା ଥିଲା ସମାଜିକ ଦୁରତା ନା କେହି ମାନୁଥିଲେ କୋଭିଡ ନିୟମ । ଲୋକଙ୍କ ବୋହିବା ଦେଖି ପୋଲିସ ବି ସାଜିଲା ଦେଖଣାହାରୀ । କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିସି ନିଜ ବ୍ୟାଗରେ କାଙ୍କଡ଼ ଗୋଟେଇ ଫୁଲ କରିବାରେ ବି ବ୍ୟସ୍ତ ଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.