ପିଆଜ ପରେ ଏବେ ହାଣ୍ଡିଶାଳରେ ପରିବା ମାଡ

ପିଆଜ ପରେ ଏବେ ହାଣ୍ଡିଶାଳରେ ପରିବା ମାଡ। ପିଆଜ କିଲୋ ୫୦ ପାର୍ କରିଥିବାବେଳେ ଏବେ ପରିବା ବଜାରରେ ବି ଲାଗିଛି ନିଆଁ। ସବୁ ପରିବା ଦର ୪୦ଉପରେ। ଯାହା ଗ୍ରାହକଙ୍କ ପକେଟକୁ ବେଶ୍‌ ବାଦୁଛି। ପୋଟଳ କିଲୋ ୫୦, ବାଇଗଣ ୭୦, କାଙ୍କଡ ୪୦, ବିନ୍‌ସ ୮୦, ଟମାଟୋ ୪୦ ଟଙ୍କା ରହିଥିବାବେଳେ ଗୋଟା ଫୁଲକୋବି ଦାମ୍‌ ୫୦ଟଙ୍କା ରହିଛି। ସେପଟେ ଆଜି ଘାଣ୍ଟ ଥିବାରୁ ରେଟ୍‌ ଆହୁରି ବଢିବାରେ ଲାଗିଛି ।

Leave A Reply

Your email address will not be published.