ଭିଡ଼ ଜମିଥିବା ବେଳେ ଅତର୍କିତ ଚଢଉ, ଅମାନିଆଙ୍କ ଗାଡି ଜବତ କଲା କେନ୍ଦୁଝର ଟାଉନ୍‌ ଥାନା ପୋଲିସ୍‌

କେନ୍ଦୁଝର: ଅମାନିଆଙ୍କ ଗାଡି ଜବତ କଲା କେନ୍ଦୁଝର ଟାଉନ୍‌ ଥାନା ପୋଲିସ୍‌ । ଦେଶରେ କରୋନାର ୨ୟ ଲହର ଜାରି ରହିଛି । ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟସରକାର ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ହେଲେ କିଛି ଅମାନିଆ ନିୟମ ଭାଙ୍ଗି ବାହାରେ ବୁଲୁଛନ୍ତି । କେନ୍ଦୁଝର କୃଷକ ବଜାର ପରିସରରେ ଅମାନିଆଙ୍କ ଭିଡ଼ ଜମିଥିବା ବେଳେ ଅତର୍କିତ ଚଢଉ କରି ଗାଡି ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.