ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ, ବିକ୍ରି ନକରି ଶେଷରେ ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ

ବଲାଙ୍ଗୀର : ରାସ୍ତାରେ ପରିବା ଫିଙ୍ଗିଲେ ବ୍ୟବସାୟୀ । ବଲାଙ୍ଗୀର ଦୈନିକ ବଜାରରେ କୋଭିଡ କଟକଣା କଡାକଡି କରି ବ୍ୟବସାୟୀଙ୍କୁ ଅନ୍ୟତ୍ର ଯିବାକୁ କହିଥିଲେ ପୌର ପରିଷଦ ।

ହେଲେ ଏହାର ପ୍ରତିବାଦ କରିଥିଲେ ବ୍ୟବସାୟୀ । ବଜାରରେ ଯଦି ବିକ୍ରି ହେବନି ତାହେଲେ ଫିଙ୍ଗିଦେବା ଭଲ ବୋଲି କହିଥିଲେ ବ୍ୟବସାୟୀ। ପରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ପହଂଚି ବୁଝାସୁଝା କରିଛନ୍ତି । ଏନେଇ ଆଜି ବସିବ ଜରୁରୀ ବୈଠକ ବସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.