ପୁରୀରେ ଅଭାବନୀୟ ଦୃଶ୍ଯ, ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ

ପୁରୀ: ପୁରୀ ଆକାଶରେ ଅଭାବନୀୟ ଦୃଶ୍ଯ । ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ଶ୍ରୀମନ୍ଦିର ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା ।
ଅନ୍ୟପଟେ ଏହି ଘଟଣାର ସତ୍ୟତା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହାର ତଦନ୍ତ କଲେ ପ୍ରକୃତ କଥା ଜଣାପଡିବ ।
ଆହୁରି ପଢ଼ନ୍ତୁ : ଓଡ଼ିଆ ନୂଆ ବର୍ଷ ପୂର୍ବରୁ ହେବ ଓଡ଼ିଆ କ୍ୟାଲେଣ୍ଡର ଉନ୍ମୋଚନ, ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ